ଜାତୀୟ

ପଞ୍ଚମ ପର୍ଯ୍ୟାୟରେ ଭୋଟ ଦେଉଛି ଭାରତ

ପଞ୍ଚମ ପର୍ଯ୍ୟାୟରେ ଭୋଟ ଦେଉଛି ଭାରତ । ଗୁଗୁଲ ବି ମତଦାନ ସାବ୍ୟସ୍ତ କରୁଥିବା ନିଜ ଡୁଡଲରେ ଦର୍ଶାଇଛି । ପଞ୍ଚମ ପର୍ଯ୍ୟାୟ ମତଦାନ ପାଇଁ କାଳି ଚିହ୍ନିତ ଆଙ୍ଗୁଠିକୁ ନିଜ ଡୁଡୁଲରେ ସ୍ଥାନ ଦେଇଛି ଗୁଗୁଲ ।

ଗୁଗୁଲ ନିଜ ହୋମପେଜରେ ଡୁଡୁଲକୁ ସ୍ଥାନ ଦେଇଛି । ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଥିବାରୁ ଗୁଗୁଲ ତାର ଆଇକନିକ ଛବିକୁ ହଟାଇ ତର୍ଜନୀ ଆଙ୍ଗୁଠିରେ କାଳି ଚିହ୍ନ ଲାଗିଥିବା ଫଟୋକୁ ସ୍ଥାନିତ କରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com