Featuredଜାତୀୟରାଜନୀତି

ଜେପିସି ପାଖକୁ ଗଲା ଏକ ଦେଶ ଏକ ନିର୍ବାଚନ ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହେଲା ଏକ ଦେଶ ଏକ ନିର୍ବାଚନ ବିଲ୍ । ସାଂସଦ ଦେଲେ ନିଜ ମତ । କିଛି ସପକ୍ଷରେ ଗଲା ତ କିଛି ବିପକ୍ଷରେ । ବହୁ ଚର୍ଚ୍ଚା ଏବଂ ଆଲୋଚନା ପରେ ଆଜି ପରିଶେଷରେ ଲୋକସଭାରେ ଆଗତ ହୋଇଛି ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ’ ବିଲ୍ । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ୍ ରାମ୍ ମେଘଓ୍ବାଲା ଆଜି ଲୋକସଭାରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି । ଏହାକୁ ନେଇ ଏବେ ଚାଲିଛି ମହାବିତର୍କ । ଅନ୍ୟପଟେ ଏହି ବିଲକୁ କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ବିରୋଧ କରିଛନ୍ତି । ତେବେ ଅଧିକ ଭୋଟ ମିଳିବାରୁ ଏହି ବିଲକୁ ଜେପିସିକୁ ପଠାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com