ଜାତୀୟ

ନେପାଳରୁ ଗୋଆ ପରିଦର୍ଶନ କରିବାକୁ ଆସିଥିବା ଜଣେ ଝିଅ ନିଖୋଜ ହୋଇ ଯାଇଥିବାର ଜଣାଯାଇଛି

ନେପାଳରୁ ଗୋଆ ପରିଦର୍ଶନ କରିବାକୁ ଆସିଥିବା ଜଣେ ଝିଅ ନିଖୋଜ ହୋଇ ଯାଇଥିବାର ଜଣାଯାଇଛି । ଏହି ଝିଅ ଜଣକ ନେପାଳର ଧାନଗରୀର ମେୟର ଗୋପାଳ ହାମଲଙ୍କ ଝିଅ ଆରତୀ ହାମଲ ବୋଲି ଜଣାପଡିଛି ।

ସେ ଗତ କିଛି ମାସ ଧରି ଓଶୋ ଆଶ୍ରମରେ ରହୁଥିଲେ। ପୋଲିସ ଏ ବାବଦରେ ଏକ ଅଭିଯୋଗ ପଞ୍ଜୀକୃତ କରି ସର୍ଚ୍ଚ ଅପରେସନ ଆରମ୍ଭ କରି ଦୁଇ ଦିନ କଠିନ ପରିଶ୍ରମ ପରେ ତାଙ୍କୁ ଖୋଜି ପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com