Featuredଓଡ଼ିଶା

ବଦଳିବ ପରିକ୍ରମା ପ୍ରକଳ୍ପର ଡିଜାଇନ: ଆଇନମନ୍ତ୍ରୀ

ପୁରୀ: ବଦଳିବ ପରିକ୍ରମା ପ୍ରକଳ୍ପର ଡିଜାଇନ । ନବୀନ ପଟ୍ଟନାୟକଙ୍କ ଦ୍ୱାରା କରାଯାଇଥିବା ଏହି ପ୍ରକଳ୍ପରେ କିଛି ନୂଆ ମିଶାଯାଇ ଏହାକୁ ପରିବର୍ତ୍ତନ କରାଯିବ । ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ଏବଂ କାମ ମଧ୍ୟ ଆରମ୍ଭ କରାଯିବ । ମନ୍ତ୍ରୀଙ୍କ ସୂଚନା ଅନୁସାରେ ଦୁଇ ତିନି ମାସରେ ଏହି କାର୍ଯ୍ୟ ଆରମ୍ଭ କରାଯିବ । ତେବେ ମନ୍ତ୍ରୀଙ୍କ ଏପରି ବୟାନ ପରେ ମୋହନ ସରକାରଙ୍କର ଏପରି ନିଷ୍ପତ୍ତିରେ କିଛି ଏହାକୁ ସ୍ୱାଗତ କରୁଥିବା ବେଳେ ଆଉ କିଛି ଏହାକୁ ବିରୋଧ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com