
ଭୁବନେଶ୍ୱର: ଆମେ ଏକ ହୋଇ ଅଛୁ । ଆମ ଭିତରେ ଏକତା ଅଛି । ଗଣମାଧ୍ୟମ ସତଚ’ଣ ତାହା ଦେଖାଉ । ଏପରି କହିଛନ୍ତି ବିଜେଡି ନେତ୍ରୀ । ଶଙ୍ଖ ଭବନରେ ବିଜେଡି ନେତ୍ରୀ ପୁଷ୍ପା ରଣା ଓ ଇପ୍ସିତା ସାହୁଙ୍କ ମଧ୍ୟରେ ହୋଇଥିବା ହାତାହାତି ଘଟଣାେରେ ଗଣମାଧ୍ୟମ ଆଗରେ ନିଜର ମତ ରଖିଛନ୍ତି ଦୁଇ ନେତ୍ରୀ । କେବଳ ସେ ଦୁଇ ବୋଲି ନୁହଁନ୍ତି ପ୍ରେସମିଟରେ ପ୍ରମିଳା ମଲ୍ଲିକ ଓ ସ୍ନେହାଙ୍ଗିନୀ ଛୁରିଆ ମଧ୍ୟ ଦଳରେ ସବୁ କିଛି ଠିକ ଚାଲିଛି ବୋଲି ମତ ରଖିଛନ୍ତି ।
ଅଧିକ ଖବର ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ