ଭୁବନେଶ୍ୱର: ଉଦଘାଟିତ ହୋଇଛି ଉକôର୍ଷ ଓଡ଼ିଶା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଓଡ଼ିଶାରେ ପୁଞ୍ଜିନିବେଶକୁ କରାଯାଇଛି ନିମନ୍ତ୍ରଣ । ଯାହା ଅଧାରରେ ଅନେକ ଶିଳ୍ପପତି ଓଡ଼ିଶାରେ ବେପାର ବେଉସା କରିବାକୁ ଆଗଭର ମଧ୍ୟ ହୋଇଛନ୍ତି । ପାଖାପାଖି ୫୦ରୁ ଅଧିକ ଏମଓୟୁ ସ୍ୱାକ୍ଷର ହୋଇଛି । ଯେଉଁଥିରେ ସବୁଠାରୁ ଅଧିକ ପୁଞ୍ଜି ନିବେଶ ଆଦାନୀ ଗ୍ରୁପ ଦ୍ୱାରା କରାଯାଇଛି । ଏନେଇ ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି । ପୁଞ୍ଜି ନିବେଶ ପାଇଁ ଓଡ଼ିଶା ଏକ ଉପଯୁକ୍ତ ରାଜ୍ୟ ବୋଲି ଅନେକ ଶିଳ୍ପପତି ନିଜର ମତ ବାଢିଥିଲେ ।
Related Articles
Check Also
Close