Breaking NewsFeaturedଓଡ଼ିଶା

ମୋ ବସ୍ ଦୁର୍ଘଟଣାରେ ଝିଅ ପରେ ଆଜି ଚାଲିଗଲା ମା’ର ଜୀବନ

ଭୁବନେଶ୍ୱର : ମୋ ବସ୍‌ ଦୁର୍ଘଟଣାରେ ଗୁରୁତର ହୋଇଥିବା ମହିଳାଙ୍କ ଆଜି ମୃତ୍ୟୁ ଘଟିଛି । ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗତ ଶୁକ୍ରବାର ପାତ୍ରପଡ଼ାରେ ଘଟିଥିଲା ଦୁର୍ଘଟଣା । ଶହେ ମିଟର ଯାଏଁ ସ୍କୁଟିକୁ ଘୋଷାଡ଼ି ନେଇଥିଲା ମୋ ବସ୍‌। ଫଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା ବେଳେ ଗୁରୁତର ହୋଇଥିଲେ ମାଆ। ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍‌ସରେ ଭର୍ତ୍ତି କରାଯାଇଥିଲା ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଘର ଫୁଲବାଣୀ ହୋଇଥିବା ବେଳେ , ସେ ଭୁବନେଶ୍ବରରେ ରହୁଥିଲେ ବୋଲି ଜଣାପଡିଛି।

Related Articles

Back to top button
WP Twitter Auto Publish Powered By : XYZScripts.com