Featuredଓଡ଼ିଶାରାଜନୀତି

ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେସନ: ବିଜେଡି ଓ କଂଗ୍ରେସର ବିକ୍ଷୋଭ; ୧୨ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆରମ୍ଭରୁ ହଟ୍ଟଗୋଳ । ବିଧାନସଭା ବଜେଟ ଅଧିବେସନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠୁ ଆରମ୍ଭ ହେଉଥିବା ବେଳେ, ଗୃହକାର୍ଯ୍ୟ ଆରମ୍ଭରୁ ହିଁ ଆକ୍ସନ ମୁଡକୁ ଆସିଥିଲେ କଂଗ୍ରେସ ସଦସ୍ୟ । ଗାନ୍ଧୀ ମୂର୍ତ୍ତି ତଳେ କରିଥିଲେ ବିକ୍ଷୋଭ । ମହିଳାଙ୍କ ସୁରକ୍ଷାକୁ ନେଇ ଉଠାଇଥିଲେ ପ୍ରଶ୍ନ । ସେପଟେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ସଦନ ମଧ୍ୟରେ ଉଭୟ କଂଗ୍ରେସ ଓ ବିଜେଡି ସଦସ୍ୟମାନେ କରିଥିଲେ ହଙ୍ଗାମା । ଯାହାକୁ ଦୃଷ୍ଟିରେ ରଖି ଗୃହକୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।

Related Articles

Back to top button
WP Twitter Auto Publish Powered By : XYZScripts.com