Featuredଓଡ଼ିଶାରାଜନୀତି

ବିଧାନସଭାରେ ପ୍ରଥମ: ବିଧାୟକ ହେଲେ ଧସ୍ତାଧସ୍ତ. ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର: ମୁଲତବୀ ଘୋଷଣା ହେଲା ଗୃହ । ଠେଲା ପେଲା ଭିତରେ ଧୋଇଗଲା ପ୍ରଶ୍ନକାଳ । ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସ ଏମଏଲଏ ତାରା ବାହିନୀପତିଙ୍କ ମଧ୍ୟରେ ହୋଇଥିଲା ଠେଲାପେଲା । ପରବର୍ତ୍ତୀ ସମୟରେ ସମସ୍ତ ସଦସ୍ୟ ଏକାଠି ହୋଇଥିଲେ ଏବଂ ଗୃହରେ ଠେଲାପେଲାର ମାହୋଲ ସୃଷ୍ଟି ହୋଇଥିଲା । ଏପରି ଅଶାନ୍ତ ପରିବେଶକୁ ଆଖି ଆଗରେ ରଖି ଗୃହକୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com