Breaking NewsFeaturedଓଡ଼ିଶାରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଶକ୍ତି ପ୍ରଦର୍ଶନ କରୁଛି ଯୁବ କଂଗ୍ରେସ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଘେରିବାକୁ ଯୁବ କଂଗ୍ରେସର ପ୍ରୟାସ । ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ କରୁଛି ଯୁବ କଂଗ୍ରେସ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘର ଆଗରେ ଚାଲିଛି ବିରୋଧ ପ୍ରଦର୍ଶନ । ଛାତ୍ରନେତା ୱାସିର ନୱାଜଙ୍କ ସମେତ ଅନ୍ୟ ଯୁବନେତାମାନେ ହୋଇଛନ୍ତି ସାମିଲ । ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପଶିବାକୁ କଂଗ୍ରେସର ଜାରି ରହିଛି । ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି । ତେବେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର ପ୍ରତିବାଦ ଜାରି ରହିଥିବା ବେଳେ ମୁକେଶ ମହାଲିଙ୍ଗ ବୟାନକୁ ନେଇ ସ୍ୱର ଉଠାଇଛି ଯୁବ କଂଗ୍ରେସ ।

Related Articles

Back to top button
WP Twitter Auto Publish Powered By : XYZScripts.com