Featuredଓଡ଼ିଶା

କଣ୍ଟିଲୋରେ ମହାମହିମ, ନୀଳ ମାଧବଙ୍କୁ କରୁଛନ୍ତି ଦର୍ଶନ

ନୟାଗଡ଼: କଣ୍ଟିଲୋରେ ପହଂଚିଲେ ମହାମହିମ । ରାଷ୍ଟ୍ର୍ରପତି ଦ୍ରୌପଦୀ ମୁର୍ମୁ ନୟାଗଡ଼ରେ ପହଞ୍ଚି ନୀଳ ମାଧବଙ୍କ ଦର୍ଶନ କରିଛନ୍ତି । ମହାମହିମଙ୍କ ସୁରକ୍ଷାକୁ ଦିଆଯାଇଛି ପ୍ରଧାନ୍ୟ । ସୁରକ୍ଷା ପାଇଁ ୩୦ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିବା ବେଳେ ୬ ଜଣ ଏସପି ରାଙ୍କ୍‌ ଅଫିସର ନିୟୋଜିତ ହୋଇଛନ୍ତି । ଅପରାହ୍ନ ୧.୩୦ ବେଳକୁ ଭୁବନେଶ୍ୱର ବିମାନବନ୍ଦରରେ ପହଂଚି ବାୟୁସେନାରେ ସ୍ୱତନ୍ତ୍ର ବିମାନରେ ବସି ନୟାଗଡ଼ ଯାଇଛନ୍ତି ଦ୍ରୌପଦୀ ମୁର୍ମୁ ।

Related Articles

Back to top button
WP Twitter Auto Publish Powered By : XYZScripts.com