Breaking NewsFeaturedଓଡ଼ିଶାରାଜନୀତି

କଂଗ୍ରେସ ଗର୍ଜନରେ ଭାଙ୍ଗିଲା ବ୍ୟାରିକେଡ୍

ଭୁବନେଶ୍ୱର: ବ୍ୟାରିକେଡ୍ ଭାଙ୍ଗିଲେ କଂଗ୍ରେସ କର୍ମୀ । ଲୋୟର ପିଏମଜିରୁ କଂଗ୍ରେସ ଗର୍ଜନରେ କମ୍ପୁଛି ସାରା ଓଡ଼ିଶା । ବିଧାନସଭାରେ ଚାଲିଛି ପ୍ରଶ୍ନକାଳ । ବାହାରେ କଂଗ୍ରେସ ର୍କମୀ ଦେଉଛନ୍ତି ରଣହୁଙ୍କାର । ହଜାର ହଜାର କର୍ମୀଙ୍କ ବିରୋଧ ପ୍ରଦର୍ଶନ ବେଳେ ପୁଲିସ ଓ ଆନେ୍ଦାଳନକାରୀ ହେଉଛନ୍ତି ମୁହାଁମୁହିଁ । ନାରୀ ସୁରକ୍ଷା ଓ ୧୪ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରିବା ନିଦେ୍ର୍ଦଶରେ କଂଗ୍ରେସ ଦେଉଛି ନାରା । କମ୍ପୁଛି ଗାନ୍ଧୀମାର୍ଗ । ଗର୍ଚନ କରୁଛନ୍ତି କଂଗ୍ରେସ ନେତା ଓ କର୍ମୀ ।

Related Articles

Back to top button
WP Twitter Auto Publish Powered By : XYZScripts.com