Featuredଓଡ଼ିଶାଶିକ୍ଷା

ମାଟ୍ରିକ୍‌ ଆଡମିଟ କାର୍ଡରେ ତ୍ରୁଟି ଥିଲେ କରନ୍ତୁ ସଂଶୋଧନ

କଟକ: ମାଟ୍ରିକ୍‌ ଆଡମିଟ କାର୍ଡକୁ ନେଇ ଆସିଲା ବଡ଼ ଅପଡେଟ । ତ୍ରୁଟି ଥିଲେ କରିପାରିବେ ସଂଶୋଧନ। ୨୦୨୫ ମାଟ୍ରିକ୍‌ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଆଡମିଟ୍‌ କାର୍ଡରେ ଯଦି କିଛି ତ୍ରୁଟି ରହିଛି ତାର ସଂଶୋଧନ ପାଇଁ ବୋର୍ଡ ପକ୍ଷରୁ ପୁଣି ଥରେ ସୁଯୋଗ ପ୍ରଦାନ କରାଯାଇଛି। ୧୭ରୁ ୨୫ ତାରିଖ ଚାଲିବ ସଂଶୋଧନ ପ୍ରକ୍ରିୟା। ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ସାର୍ଟିଫିକେଟ୍‌ ତ୍ରୁଟିଶୂନ୍ୟ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ତରଫରୁ ଉଦ୍ୟମ ଜାରି ରହିଛି ।

Related Articles

Back to top button