ଓଡ଼ିଶାସ୍ୱାସ୍ଥ୍ୟ

SCB ମେଡିକାଲରୁ ୪ ଦଲାଲ ଗିରଫ

କଟକ : କଟକ SCB ମେଡିକାଲରୁ ୪ ଜଣ ଦଲାଲଙ୍କୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ସରକାରୀ ହସ୍ପିଟାଲରୁ ରୋଗୀଙ୍କୁ ଘରୋଇ ହସ୍ପିଟାଲକୁ ପଠାଇବାକୁ ଏମାନେ ଚେଷ୍ଟା କରୁଥିଲେ। ଖବର ପାଇ ମଙ୍ଗଳାବାଗ ଥାନାର ଏକ ଟିମ୍ ଏସସିବିରେ ପହଞ୍ଚି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନଙ୍କ ସହିତ ଦଲାଲ ମଧ୍ୟସ୍ଥିଙ୍କ ନେଟୱର୍କର ମଧ୍ୟ ପର୍ଦ୍ଦାଫାସ କରିଛି ପୋଲିସ । ତେବେ ଏସସିବି ମେଡିକାଲରେ ଏପରି ଘଟଣା ନୂଆ ନୁହେଁ  । ବିଭିନ୍ନ ସମୟରେ ଦଲାଲ ଗିରଫ ହେଉଥିଲେବି ଏହାର ମୂଳୋତ୍ପାଟନ ହୋଇପାରୁନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com