ଅନ୍ତର୍ଜାତୀୟମନୋରଞ୍ଜନ

ଶାହରୁଖ ଖାନଙ୍କ ପ୍ରଶଂସକମାନେ ବିଶେଷ ଖୁସି।

 ଭୁବନେଶ୍ୱର, ଶାହରୁଖ ଖାନଙ୍କ ଓ ବିକ୍ରାନ୍ତଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି  ଶାହରୁଖ ଖାନଙ୍କୁ ପୁରସ୍କାର ମିଳିବାରେ ପ୍ରଶଂସକମାନେ ବିଶେଷ ଖୁସି।

ଏହା ତାଙ୍କ ପାଇଁ ବିଶେଷ କାରଣ ଏହା ତାଙ୍କ କ୍ୟାରିଅରର ପ୍ରଥମ ଜାତୀୟ ପୁରସ୍କାର। ସମାରୋହରେ ସାଉଥ୍ ଫିଲ୍ମ ଅଭିନେତା ମୋହନଲାଲଙ୍କୁ ମିଳିଛି ଦାଦା ସାହେବ ଫାଲକେ ଆୱାର୍ଡ ।ଏହି ବର୍ଷର ଜାତୀୟ ପୁରସ୍କାର ବିଜେତାମାନଙ୍କୁ ଅଗଷ୍ଟ ୧ ତାରିଖରେ ଘୋଷଣା କରାଯାଇଥିଲା।

ଏହି ପୁରସ୍କାରଗୁଡ଼ିକ ସେପ୍ଟେମ୍ବର ୨୩ ତାରିଖରେ ପ୍ରଦାନ କରାଯିବ। ବଲିଉଡରୁ ଦକ୍ଷିଣ ପର୍ଯ୍ୟନ୍ତ ଅନେକ ତାରକା ପୁରସ୍କାର ପାଇବେ। ମାଲାୟଲମ ଅଭିନେତା ମୋହନଲାଲଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ।ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ କଳାକାରମାନଙ୍କୁ ସମ୍ମାନିତ କରିଛନ୍ତି ।

ଏହି ପୁରସ୍କାରଗୁଡ଼ିକ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଉପରେ ଆଧାରିତ।

Related Articles

Back to top button