ଅନ୍ୟାନ୍ୟଅପରାଧ

କଣାସ ଥାନା ଅଧିକାରୀଙ୍କ କବଳରେ ଅଭିଯୁକ୍ତ ଯୁବକ ।

ଭୁବନେଶ୍ୱର ,ସରକାରୀ ବସରେ ପଶି ଯାତ୍ରୀଙ୍କୁ ହାଣିଲେ ଦୁର୍ବୁତ୍ତ । ଧାରୁଆ ଅସ୍ତ୍ରରେ ୭ ଜଣଙ୍କୁ ହାଣିଲେ।ଗୁରୁତର ଯାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।ବସରେ ମୋଟ ୩୦ ଜଣ ଯାତ୍ରୀୂ ଥିଲେ ।

ଅଚାନକ ଏକ ଯୁବକ ବସକୁ ପଶି ଆସି ଧାରୁଆ ଅସ୍ତ୍ରରେ ସମସ୍ତ ଯାତ୍ରୀଙ୍କ ଉପରକୁ ଆକ୍ରମଣ କରିଥିଲା ।

ଏଥିରେ ୭ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଅଭିଯୁ୍‌କ୍ତକୁ କାବୁ କରି ମାଡ ମାରିଲେ ଯାତ୍ରୀ ।  କଣାସ ଥାନା ଅଧିକାରୀଙ୍କ କବଳରେ ଅଭିଯୁକ୍ତ ଯୁବକ । କେଉଁଥି ପାଇଁ ଏଭଳି କାଣ୍ଡ କଲା ଦୁର୍ବୁତ୍ତ କାରଣ ଅସ୍ପଷ୍ଟ ।

Related Articles

Back to top button