ଅନ୍ୟାନ୍ୟଓଡ଼ିଶା

ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି

ଭୁବନେଶ୍ୱର ,ଗୋପାଳବଲ୍ଲଭ ନୀତି ପରେ, ଶ୍ରୀମନ୍ଦିର ଗର୍ଭଗୃହକୁ ସେବାୟତ  ବେଶରେ,ପ୍ରବେଶ କରିଥିବା ସୂଚନା।

ଶ୍ରଦ୍ଧାଳୁ ଜଣଙ୍କ ହେଲେ ଯାଜପୁରର ଭକ୍ତ ଶଙ୍କର ।

ସେ ଗର୍ଭଗୃହ ଓ ରତ୍ନ ସିଂହାସନକୁ ସ୍ପର୍ଶ କରିଥିବା ସୂଚନା ମିଳିଛି। ଅନ୍ୟପଟେ,ପୁଣିଥରେ ଅହମ୍ମଦାବାଦର ଭରତ ପାଣ୍ଡିଆ, ଚଷମାରେ ହିଡେନ୍  କ୍ୟାମେରା ଲଗାଇ ଶ୍ରୀମନ୍ଦିରକୁ ପ୍ରବେଶ କଲେ।

ସିଂହଦ୍ୱାର ଥାନାରେ ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ।

ସିଂହଦ୍ୱାର ଥାନାରେ, ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

ଜଗମୋହନ ମନ୍ଦିର ପାଖରେ ଭରତଙ୍କୁ ଧରିଥିଲେ ଜେଟିପି ।

Related Articles

Back to top button