
ଭୁବନେଶ୍ୱର , ପିତାମାତା ହେଲେ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଳ । କ୍ୟାଟ୍ରିନା କୈଫ୍ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।
ଖବର ଆସିବା ପରେ, ପ୍ରଶଂସକଙ୍କ ଭିତରେ ଖୁସିର ମାହୋଲ ।
ଭିକି ଏବଂ କ୍ୟାଟ୍ରିନା ସେମାନଙ୍କ ପୁଅକୁ ଦୁନିଆରେ ସ୍ୱାଗତ କରି ଏକ ଜଏଣ୍ଟ ପୋଷ୍ଟ ସେୟାର କରିଛନ୍ତି। ଆଜି ସେମାନଙ୍କ ପୁଅ ଜନ୍ମ ହୋଇଛି।
କୌଣସି ଔପଚାରିକତା ବିନା ଏହି ଦମ୍ପତି ସେମାନଙ୍କ ପ୍ରଶଂସକଙ୍କ ସହ ଏହି ବଡ଼ ଖବର ସେୟାର କରିଛନ୍ତି।
ବର୍ତ୍ତମାନ ଦମ୍ପତିଙ୍କ ପରିବାରରେ ଖୁସିର ମାହୋଲ ।




