
ଭୁବନେଶ୍ୱର ,ଟୁଇନ ସିଟିରେ ୧୫ ଡିଗ୍ରୀ ତଳକୁ ଖସିଛି ପାରଦ।ପ୍ରବଳ ଶୀତ ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି।
ଘନ କୁହୁଡ଼ି ଯୋଗୁଁ କିଛି କିଛି ସ୍ଥାନରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ଗତ ୩ ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ବିନିକା ଓ ଡୁଙ୍ଗୁରିପାଲି ଅଞ୍ଚଳରେ ପ୍ରବଳ ଜାଡ଼ ଅନୁଭୂତ ହେଉଛି ।
ଯୋଗ, ଜଗିଂ କରି ନିଜକୁ ଫିଟ୍ ରଖିବାକୁ ଅଭ୍ୟାସ କରୁଛନ୍ତି ଲୋକ ।
ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡିଶାରେ ପ୍ରବଳ ଜାଡ ଅନୁଭୂତ ହେଉଛି । ୮.୫ ଡିଗ୍ରୀ ସହ ଦାରିଙ୍ଗବାଡି ସବୁଠୁ ଥଣ୍ଡା ସ୍ଥାନ । ଝାରସୁଗୁଡା, ସୁନ୍ଦରଗଡ, ଅନୁଗୁଳରେ ଅସମ୍ଭାଳ ଶୀତ ….



