ଅନ୍ତର୍ଜାତୀୟକ୍ରୀଡ଼ା

ଖେଳାଳିଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର ,ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ଟିମ ଇଣ୍ଡିଆ ଖେଳାଳି।  T-20 ମ୍ୟାଚ୍ ପୂର୍ବରୁ ଜଗା ଦର୍ଶନ କଲେ ଭାରତୀୟ ଖେଳାଳି….

ଦର୍ଶନ ପାଇଁ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବଙ୍କ ସହ ତାଙ୍କ ପତ୍ନୀ ସାଙ୍ଗରେ ଆସିଥିଲେ।

ଏହାସହ କୋଚ୍ ଗୌତମ ଗମ୍ଭୀର, ତିଲକ ବର୍ମା, ଜିତେଶ ଶର୍ମା ମଧ୍ୟ ସାଙ୍ଗରେ ଆସି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ।

ଗୌତମ ଗମ୍ଭୀରଙ୍କ ସହ ତିନି ଜଣ ଖେଳାଳି, ଜଗା ଦର୍ଶନ କରିଛନ୍ତି।

ଟିମ ଇଣ୍ଡିଆ ଖେଳାଳିଙ୍କ ପାଇଁ,ଶ୍ରୀମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ବେଳେ ଜୟ ଜଗନ୍ନାଥ କହିଥିଲେ କ୍ୟାପଟେନ ସୁର୍ଯ୍ୟକୁମାର ଯାଦବ।

ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ ଭୁବନେଶ୍ବର ଫେରି ଆସିଥିଲେ ଖେଳାଳି।

Related Articles

Back to top button