ଅନ୍ୟାନ୍ୟସ୍ୱାସ୍ଥ୍ୟ

ଆଜି ବି ଡାକ୍ତରଙ୍କ ୨ ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ

 ଭୁବନେଶ୍ୱର,  ଗତ ୨୬ ତାରିଖରୁ ଆରମ୍ଭ ହୋଇଥିବା ଡାକ୍ତରଙ୍କ ,ଆନ୍ଦୋଳନ ଏବେବି ଜାରି ରହିଛି।

ସରକାରଙ୍କ ପକ୍ଷରୁ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ, ସକାଳ ୯ଟା ରୁ ୧୧ଟା ପର୍ଯ୍ୟନ୍ତ ଓପିଡି ସେବା ବନ୍ଦ କରିଥିଲେ ଡାକ୍ତର।

ଆଜି ବି ଡାକ୍ତରଙ୍କ ୨ ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ।

କେନ୍ଦ୍ରୀୟ ହାରରେ ଡିଏସିପି ପ୍ରଦାନ, ଦନ୍ତ ଚିକିତ୍ସକଙ୍କ କ୍ୟାଡର ପୁନର୍ବିନ୍ୟାସ, ପୋଷ୍ଟମର୍ଟମ ଭତ୍ତା ଦାବିରେ ଆନ୍ଦୋଳନ ଚଳାଇଛନ୍ତି ଡାକ୍ତରମାନେ ।ଏସମା ଲାଗୁ ସତ୍ତ୍ବେ ଡାକ୍ତରଙ୍କ ଜାରି ରହିଛି ଆନ୍ଦୋଳନ।

ଓମ୍ସା ସହ ବୈଠକ କରିବେ ସ୍ୱାସ୍ଥ୍ୟମନ୍ତ୍ରୀ।

ଆଜିର ବୈଠକ ପରେ, ସମାଧାନ ବାଟ ବାହାରିପାରେ ।

Related Articles

Back to top button