ଓଡ଼ିଶାଭାଇରାଲ୍ ଭିଡିଓ
ଶ୍ରୀମନ୍ଦିର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ ।

ଭୁବନେଶ୍ୱର,ଶ୍ରୀମନ୍ଦିର ଭିତରକୁ ପୁଣି ଗଲା ମୋବାଇଲ ଫୋନ୍ ।
ଆନନ୍ଦବଜାରରେ ଜଣେ ବ୍ୟକ୍ତି ଦୀର୍ଘ ସମୟ ଧରି ଫୋନରେ ଗପିବାର ଭିଡ଼ିଓ ଭାଇରାଲ ହୋଇଛି ।
ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ମୋବାଇଲ ବାରଣ କରାଯାଇଛି ।
ହେଲେ ବାରମ୍ବାର ଫୋନ୍ ଭିତରକୁ ଯାଉଛି, ଏବଂ ଫଟୋ ଓ ଭିଡ଼ିଓ ଭାଇରାଲ ହେଉଛି ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଉଥିବା କୁହାଯାଉଥିବା ବେଳେ ବାରମ୍ବାର କିନ୍ତୁ ଏଭଳି ବିଭ୍ରାଟ ଦେଖିବାକୁ ମିଳୁଛି ।
ଏହି ଘଟଣାର ତଦନ୍ତ ଚାଲିଛି ।




