ଜୀବନଶୈଳୀସ୍ୱାସ୍ଥ୍ୟ

ମାଂସର ଏହା ଏକ ଉତ୍ତମ ବିକଳ୍ପ।

 ଭୁବନେଶ୍ୱର ,ସୋୟାବିନ୍‌ରୁ ତିଆରି ହୋଇଥିବା ଟୋଫୁ ହେଉଛି ଏକ ଉଦ୍ଭିଦ ଆଧାରିତ ପ୍ରୋଟିନ୍ ଖାଦ୍ୟ। ଏହାକୁ “ସୋୟା ପନିର୍” ମଧ୍ୟ କୁହାଯାଏ।

ଏଥିରେ ଉଚ୍ଚ ପ୍ରୋଟିନ୍, କ୍ୟାଲସିୟମ୍, ଜୀରୋ କୋଲେଷ୍ଟେରଲ୍, ଆଇରନ୍, ମ୍ୟାଗ୍ନେସିୟମ୍ ଆଦି ଭତପୂର ଥାଏ।ଡାୟାବେଟିସ୍ ରୋଗୀଙ୍କ ପାଇଁ ଏହା ଖୁବ୍ ଭଲ।

ଏଥିରୁ କମ୍ କ୍ୟାଲୋରି ମିଳୁଥିବାରୁ ଓଜନ କମାଇବାରେ ସାହାଯ୍ୟକରେ। ଏହା ସହିତ ହୃଦୟ ସ୍ୱାସ୍ଥ୍ୟକୁ ଭଲ ରଖେ।   ମାଂସର ଏହା ଏକ ଉତ୍ତମ ବିକଳ୍ପ। ମାଂସପେଶୀ ବିକାଶରେ ଏହା ସାହାଯ୍ୟ କରେ।

ତେବେ ଏହାକୁ ଘରେ କିପରି ତିଆରି କରିବେ ଆସନ୍ତୁ ଜାଣିବା।ବର୍ତ୍ତମାନ ସମୟରେ ଅନେକ ଶାକାହାରୀ ହେବାକୁ ଆଗ୍ରହ ଦେଖାଉଛନ୍ତି।

କିନ୍ତୁ ଶାକାହାରୀମାନେ ଅନେକ ସମୟରେ ପ୍ରୋଟିନ୍ କମ୍ ସମସ୍ୟାର ଶିକାର ହୋଇପାରନ୍ତି।

ଏନେଇ ଉଚ୍ଚ ପ୍ରୋଟିନ୍ ପାଇଁ ଟୋଫୁ ଖାଇବା ଜରୁରୀ ବୋଲି ବିଶେଷନଜ୍ଞମାନେ ମତ ଦିଅନ୍ତି।

Related Articles

Back to top button