
ଭୁବନେଶ୍ୱର ,କଫସିରପ ମେଡିସିନ ଷ୍ଟୋରରେ ଦୀର୍ଘ ଦିନ ଧରି ବିକ୍ରି ହେଉଥିଲା ।
ଭଦ୍ରକ ଜିଲା ବାସୁଦେବପୁର ବଜାରର ହାଇସ୍କୁଲ ଛକରେ, ଥିବା ଦୂର୍ଗା ମେଡିସିନ ଦୋକାନରେ, ବେଆଇନି ଭାବରେ ବିକ୍ରି ହେଉଥିବା ୭ପେଟି କଫସିରପ ଜବତ କରିବା ସହ, ଜଣକୁ ଗିରଫ କରିଛି ବାସୁଦେବପୁର ଅବକାରୀ ବିଭାଗ ।
ଖବର ପାଇ ଜିଲା ଡ୍ରଗ୍ସ ଇନ୍ସପେକ୍ଟର,ବାସୁଦେବପୁର ପୁଲିସ ଏବଂ ବାସୁଦେବପୁର ଅବକାରୀ ବିଭାଗ ମିଳିତ ଭାବରେ ଦୂର୍ଗା ମେଡିସନ ଷ୍ଟୋରରେ ଚଢାଉ ସମୟରେ ବେଆଇନ ଭାବରେ, ୭ ପେଟି କଫସିରପ ଦେଖିବାକୁ ପାଇଥିଲେ….
୭ପେଟିରେ ୮୪୦ ଟି କଫସିରପ ବୋତଲ ଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ଦେଢ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି କହିଛି ଅବକାରୀ ବିଭାଗ ।




