Featured
-
୨୦୨୧ ରେ ସବୁଠୁ ଅଧିକ ଲୋକେ କରିଛନ୍ତି ଆତ୍ମହତ୍ୟା ? ପ୍ରଥମ ଓ ଦ୍ୱିତୀୟରେ ରହିଛନ୍ତି ଏହି ରାଜ୍ୟ
ଭୁବନେଶ୍ୱର: ସାରା ବିଶ୍ୱରେ ଆତ୍ମହତ୍ୟା ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ଷକୁ ବର୍ଷ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି।…
Read More » -
ଦିନରେ ଶିକ୍ଷକତା ରାତିରେ କୁଲି, ଭାବପ୍ରବଣ କରିଦେବ ଏହି ଶିକ୍ଷକଙ୍କ କାହାଣୀ
ଭୁବନେଶ୍ୱର: ଆଜିକାଲି ସୋସିଆଲ ମିଡିଆରେ ଏହିପରି ଜଣେ ଶିକ୍ଷକଙ୍କ କାହାଣୀ ଭାଇରଲ ହେଉଛି, ଯେଉଁଥିରେ ଜଣେ ଶିକ୍ଷକ ଦିନରେ ଶିକ୍ଷକତା କରୁଥିବା ବେଳେ ରାତିରେ କୁଲି ଭାବରେ…
Read More » -
କିଙ୍ଗ ଖାନଙ୍କ ଠାରୁ ଆୟୁଷ୍ମାନ ଖୁରାନା ପର୍ଯ୍ୟନ୍ତ, ଏହି ୪ ତାରକା ନିଜ ସ୍ତ୍ରୀଙ୍କ ଆୟ ଉପରେ କରୁଥିଲେ ନିର୍ଭର
ଭୁବନେଶ୍ୱର: ସମାଜରେ ଏହା ସର୍ବଦା ଏକ ବିଶ୍ୱାସ ରହିଆସିଛି ଯେ ପୁରୁଷମାନେ ଟଙ୍କା ରୋଜଗାର କରନ୍ତି ଏବଂ ମହିଳାମାନେ ଘର କାମ କରନ୍ତି। ଏପରି ଏକ ବିଶ୍ୱାସ…
Read More » -
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବାଲିଗୁଡାର ଇଫୁ ମଲ୍ଲିକ, ଆଗକୁ ବଢିବାକୁ ପ୍ରେରଣା ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ନିଟ୍ ପରୀକ୍ଷାରେ କୃତୀତ୍ବ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର…
Read More » -
ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରୁଥିନା କୁନି କଳାକାରଙ୍କ ଦେହାନ୍ତ, ଗାଁରେ ଶୋକର ଛାୟା
ଭୁବନେଶ୍ୱର: ଚଳିତ ବର୍ଷ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରୁଥିନା କୁନି କଳାକାର ଶ୍ରେୟସ ପୂଜାରୀ ମୃତ୍ୟୁ ହୋଇଛି l ଆଜି ତାଙ୍କ ଘର ଛାତ…
Read More » -
ଏଣିକି ଆମେରିକା ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ଭାଷଣର ହିନ୍ଦୀ ଅନୁବାଦ ପ୍ରକାଶ ପାଇବ
ଏଣିକି ଆମେରିକା ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କ ସବୁ ଭାଷଣର ହିନ୍ଦୀ ଅନୁବାଦ ପ୍ରକାଶ ପାଇବ । ଆମେରିକୀୟ ସରକାର ଓ ରାଜନୀତିରେ ଭାରତୀୟ ଓ ଏସୀୟ ଲୋକଙ୍କ ପ୍ରଭାବ…
Read More » -
ଉତ୍ତେଜନା ମଧ୍ୟରେ ରାଜ୍ୟସଭାରେ ପାସ୍ ହେଲା ‘ୟୁନିଫର୍ମ ସିଭିଲ୍ କୋଡ୍’
ନୂଆଦିଲ୍ଲୀ: ରାଜ୍ୟସଭାରେ ପାସ୍ ହୋଇଛି ‘ୟୁନିଫର୍ମ ସିଭିଲ କୋଡ୍ ପ୍ରାଇଭେଟ ବିଲ୍’। ଏହି ବିଲ୍କୁ ବିଜେପି ସାଂସଦ କିରୋରିଲାଲ ମୀନାଙ୍କ ଦ୍ୱାରା ଉପସ୍ଥାପିତ କରାଯାଇଥିଲା, ତେବେ ଗୃହରେ…
Read More » -
ଅତ୍ୟାବଶ୍ୟକ ସାମଗ୍ରୀର ବଢିଲା ଦର
ନୂଆଦିଲ୍ଲୀ: ଦେଶରେ ମୁଦ୍ରାସ୍ଫୀତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି ମୁଦ୍ରାସ୍ଫୀତି ମଧ୍ୟରେ ଖାଦ୍ୟ ସାମଗ୍ରୀରେ ମଧ୍ୟ ଏକ ଶକ୍ତିଶାଳୀ ବୃଦ୍ଧି ଦେଖିବାକୁ ମିଳିଥିଲା। ଚାଉଳ ,…
Read More » -
STA ର ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍, ଗୋଟିଏ ମାସରେ ୫୮୬୮ DL ଏବଂ ୧୨୭୫ ଟି ଗାଡି ଜବତ
ଭୁବନେଶ୍ୱର: ୨୦୨୨ ମସିହା ନଭେମ୍ବରରୁ ରାଜ୍ୟ ପରିବହନ ପ୍ରାଧିକରଣ ସୁରକ୍ଷାକୁ ପ୍ରୋତ୍ସାହିତ କରିବା, ଦୁର୍ଘଟଣା ଏବଂ ମୃତ୍ୟୁହାରକୁ ହ୍ରାସ କରିବା ପାଇଁ ଦୁଇ ମାସର ସ୍ୱତନ୍ତ୍ର କାର୍ଯ୍ୟକାରୀ…
Read More » -
ଦୁନିଆର ଆଉ ଏକ ମହାଶକ୍ତି ହେବ ଭାରତ : ହ୍ୱାଇଟ ହାଉସ୍ ଅଧିକାରୀ
ନୂଆଦିଲ୍ଲୀ: ଦୁନିଆରେ ଭାରତର ବଢ଼ୁଥିବା ପ୍ରଭାବକୁ ନେଇ ଆମେରିକା ହ୍ୱାଇଟ ହାଉସ୍ ପ୍ରତିକ୍ରିୟା ରଖିଛି । ହ୍ୱାଇଟ ହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭାରତ…
Read More »