Featured
-
ଏନସିପି ମୁଖ୍ୟ ଶରଦ ପାୱାର ଅସୁସ୍ଥ
ବିଗିଡ଼ିଲା ମହାରାଷ୍ଟ୍ରର ବରିଷ୍ଠ ନେତା ତଥା ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା। ହଠାତ୍ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
Read More » -
ୟୁକ୍ରେନ ଉପରେ ୫୦ରୁ ଅଧିକ କ୍ଷେପଣାସ୍ତ୍ର ପକାଇଲା ରୁଷ୍
ଗତ କିଛି ଦିନ ହେଲା ୟୁକ୍ରେନ ଉପରେ ରୁଷର କ୍ଷେପଣାସ୍ତ୍ର ଆକ୍ରମଣ ସଂଖ୍ୟା ବଢିଯାଇଛି । ବିଶେଷ କରି କ୍ରିମିଆ ବ୍ରିଜ ଉପରେ ବୋମା ବିସ୍ଫୋରଣ ପରେ…
Read More » -
ବଦଳିଯିବ ସିମ୍ କିଣିବା ଏବଂ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ନିୟମ
ଦେଶରେ ବଢିଚାଲିଥିବା ଅନଲାଇନ୍ ଠକାମୀ ମାମଲାକୁ ରୋକିବା ପାଇଁ ସରକାର କିଛି କଠୋର ନିୟମ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ସରକାର ନୁଆ ସିମ୍ କାର୍ଡ ଜାରୀ କରିବା…
Read More » -
ପୀଡିତାଙ୍କୁ ଦ୍ୱିତୀୟଥର ନିର୍ଯାତନା ଦେବା ସହ ସମାନ ‘ଟୁ ଫିଙ୍ଗର ଟେଷ୍ଟ’ : ସୁପ୍ରିମ କୋର୍ଟ
ଦୁଷ୍କର୍ମ ଏବଂ ଯୌନ ଉତ୍ପୀଡ଼ନ ବିଷୟରେ ସୁନିଶ୍ଚିତ ହେବାକୁ ଚାଲି ଆସିଥିବା ‘ଟୁ-ଫିଙ୍ଗର୍ ଟେଷ୍ଟ୍’ ବ୍ୟବସ୍ଥାକୁ ସମାଲୋଚନା କରି ଏହାକୁ ବନ୍ଦ କରାଇବା ନିମନ୍ତେ ଆଜି ସୁପ୍ରିମ୍…
Read More » -
ରାଷ୍ଟ୍ରୀୟ ଏକତା ଦିବସ ପାଳୁଛି ସାରା ଦେଶ
ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ । ଆଜିର ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି । ଆଜି…
Read More » -
ବିଶ୍ୱର ଦୀର୍ଘତମ ଟ୍ରେନ ଚଳାଇ ରେକର୍ଡ କଲା ସ୍ୱିଜରଲାଣ୍ଡ
ଛୋଟଦେଶ ସ୍ୱିଜରଲାଣ୍ଡ ବିଶ୍ୱର ଦୀର୍ଘତମ ଟ୍ରେନ ଚଳାଇ ରେକର୍ଡ ସୃଷ୍ଟି କରିଛି । ଆଲପସ୍ ପର୍ବତମାଳା ମଧ୍ୟରେ ପଡିଥିବା ଅନ୍ୟତମ ଚିତାକର୍ଷକ ରେଳଲାଇନ ଉପରେ ଶନିବାର ଦିନ…
Read More » -
ସୁସ୍ଥ ଶିଶୁକୁ ଜନ୍ମ ଦେଲେ ୭ ମାସ ହେଲା କୋମାରେ ଥିବା ମହିଳା
ଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ଜନୈକା ମହିଳା ଏପରି ପରିସ୍ଥିତିରେ ଶିଶୁକୁ ଜନ୍ମ ଦେଇଛନ୍ତି ଯାହା କୌଣସି ଚମତ୍କାରରୁ କମ୍ ନୁହେଁ। ୨୩ ବର୍ଷିୟ ମହିଳା…
Read More » -
କର୍ଣ୍ଣାଟକର ସମସ୍ତ ୨୨୪ ଆସନରେ ପ୍ରାର୍ଥୀ ଦେବ ଆମ ଆଦମୀ ପାର୍ଟି
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଆମ ଆମଦୀ ପାର୍ଟି ସମସ୍ତ ୨୨୪ ଆସନରେ ନିର୍ବାଚନ ଲଢିବ । ଆପ୍ ଅନୁସାରେ, ଅଧିକାଂଶ ଆସନ ପାଇଁ ପ୍ରାର୍ଥୀ ଚୟନ ସରିଛି…
Read More » -
ପୁଟିନଙ୍କୁ ବିଦା କରିବାକୁ ହେଲାଣି ପ୍ରସ୍ତୁତି !
ଗାଦିଚ୍ୟୁତ ହେବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏପରି ଦାବି କରିଛନ୍ତି ୟୁକ୍ରେନ୍ ଅଧିକାରୀ । ୟୁକ୍ରେନର…
Read More » -
NASA ଜାରି କଲା ସୂର୍ଯ୍ୟଙ୍କ ହସିଲା ଫଟୋ
ନିକଟରେ ନାସା ସୂର୍ଯ୍ୟଙ୍କ ଏପରି ଏକ ଫଟୋ ଜାରି କରିଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ନାସା ଜାରି କରିଥିବା ଫଟୋରେ ସୂର୍ଯ୍ୟ ହସୁଥିବା ଦେଖିବାକୁ ମିଳୁଛି…
Read More »