ଜାତୀୟ

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଫ୍ ଇଣ୍ଡିଆ ଟିମ୍ ୨ଟି ରାଜ୍ୟରେ ୪ଟି ସ୍ଥାନରେ ଚଢ଼ାଉ କରିଛି

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଫ୍ ଇଣ୍ଡିଆ ଟିମ୍ ୨ଟି ରାଜ୍ୟରେ ୪ଟି ସ୍ଥାନରେ ଚଢ଼ାଉ କରିଛି। ଡ୍ରଗ୍ ଚୋରା ଚାଲାଣ ବିରୋଧରେ ଅଭିଯାନର ଏକ ଅଂଶ ଭାବରେ ଜାଲୋରର ଭିନମାଲ୍ ଏବଂ ଯୋଧପୁରର ଓସିଆନ୍ ଏବଂ ଗୁଜୁରାଟର ଗାନ୍ଧିନଗର ତଥା ଆମରେଲିରେ ଭ‌ୋର୍ ୪ଟାରୁ ଚଢ଼ାଉ କରାଯାଇଥିଲା।

୧୩ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ପଚରାଉଚରା ଆଧାରରେ ଗ୍ୟାଙ୍ଗର ମୁଖ୍ୟ ନେତାଙ୍କୁ ଏବେ ଖୋଜାଖୋଜି କରାଯାଉଛି।

Related Articles

Back to top button