ଓଡ଼ିଶା

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆଉ ଦୁଇ ଦିନ ଥିବା ବେଳେ ଓଡିଶାରୁ ୩ୟ ଚେହେରା କିଏ ହେବେ ସେନେଇ ଦ୍ବନ୍ଦ୍ବ ଦେଖାଯାଇଛି।

କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବନେତା ଶୁଭାଶିଷ ଖୁଣ୍ଟିଆଙ୍କ ସହ ଓଡିଶାରୁ କିଏ ଯିବେ ରାଜ୍ୟସଭା ସେନେଇ ଚର୍ଚ୍ଚା ହେଉଛି। ବିଜେଡି ନିଜର ତୃତୀୟ ପ୍ରାର୍ଥୀ ଘୋଷଣା କରିବ, ନା ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବ? ଏଭଳି ଆଶା ଆଶଙ୍କା ଲାଗି ରହିଥିବାବେଳେ, ବୁଧବାର ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଯାହାକି ଏବେ ଚର୍ଚ୍ଚା ବଢ଼ାଇଛି।

Related Articles

Back to top button