ଓଡ଼ିଶା

ପରିବହନ ବିଭାଗର ନିଷ୍ପତ୍ତି, ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ ଅବଧି

ଭୁବନେଶ୍ୱର: ଗାଡି ମାଲିକଙ୍କ ସୁବିଧା ପାଇଁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (HSRP) ଲଗେଇବାର ସମୟ ସୀମା ଏକ ମାସକୁ ବୃଦ୍ଧି କରାଯାଇଛି । ୧ ଏପ୍ରିଲ, ୨୦୧୯ ପୂର୍ବରୁ କିଣିଥିବା, ଗାଡି ମାଲିକମାନଙ୍କୁ ନିମ୍ନରେ ଦିଆଯାଇଥିବା ସମୟସୀମା ଅନୁଯାୟୀ ସେମାନଙ୍କ ଗାଡିରେ HSRP ସଂଲଗ୍ନ କରିବାକୁ ଆବଶ୍ୟକ ପଦକ୍ଷେପ ନେବାକୁ ପଡିବ।

Sl No All Vehicles Dateline by which HSRP shall be fitted.
1. Vehicles carrying Odisha registration mark and number ending with 1 & 2. 30.11.2022
2. Vehicles carrying Odisha registration mark and number ending with 3 & 4. 30.11.2022
3. Vehicles carrying Odisha registration mark and number ending with 5 & 6. 31.12.2022
4. Vehicles carrying Odisha registration mark and number ending with 7 & 8. 31.01.2023
5. Vehicles carrying Odisha registration mark and number ending with 9 & 0. 28.02.2023

ଭାରତର ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, କେନ୍ଦ୍ର ସରକାର CMVR ର ନିୟମ ୫୦ ଏବଂ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି / ବିଧିଗତ ଆଦେଶରେ ସଂଶୋଧନ କରିଛନ୍ତି । ଭାରତର, ରାଜ୍ୟ ପରିବହନ ବିଭାଗ ସମସ୍ତ ଶ୍ରେଣୀର ପୁରୁଣା ଯାନ ପାଇଁ ହାଇ-ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (HSRPs) ବାଧ୍ୟତାମୂଳକ କରିଛି ଯାହା ଏପ୍ରିଲ୍ ୧,୨୦୧୯ ପୂର୍ବରୁ ପଞ୍ଜୀକୃତ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com