ଓଡ଼ିଶା

ନୂଆପଡା ଗସ୍ତରେ ପୋଲିସ ଡିଜି, ମାଓ ଅପରେସନ ଓ ପଞ୍ଚାୟତ ନିର୍ବାଚନ ଉପରେ ସମୀକ୍ଷା

ନୂଆପଡ଼ା() ନୂଆପଡା ଜିଲ୍ଲା ଗସ୍ତରେ ଓଡିଶା ପୋଲିସ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ |  ଡିଜି ନୂଆପଡାରେ ପହଞ୍ଚି ଏସପି ଅଫିସଠାରେ ପୋଲିସ ଅଧିକାରୀମାନଙ୍କୁ ନେଇ ଏକ ବୈଠକ କରିଛନ୍ତି।  ପୋଲିସ ମହାନିର୍ଦ୍ଦେଶକ ବଂଶଲ, ଗୌତମା ହେଲିପେଡ଼ରେ ହେଲିକପ୍ଟରରେ ପହଞ୍ଚି ନୂଆପଡା ଏସପି ଅଫିସରେ ଅଧିକାରୀମାନଙ୍କୁ ନେଇ ମାଓ ଅପରେସନ ଓ ପଞ୍ଚାୟତ ନିବାଚନ ପାଇଁ ଆଲୋଚନା କରିଥିଲେ। ଏହି ବୈଠକରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଲଲିତ ଦାସ,ଆଇଜି ଅପରେସନ୍ ଅମିତାଭ ଠାକୁର, ଡ଼ିଆଇଜି ଅନିରୁଦ୍ଧ ସିଂ ଉପସ୍ଥିତ ଥିଲେ।

Related Articles

Back to top button