
ଭୁବନେଶ୍ୱର: ଆରପାରିରେ କିମ୍ବଦନ୍ତୀ ସୁପରଷ୍ଟାର ଉତ୍ତମ ମହାନ୍ତି । ଦିଲ୍ଲୀର ଏକ ଘରୋଇ ହସପିଟାଲରେ ଚିକିସôାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଆଉ କିଛି ସମୟ ପରେ ଦିଲ୍ଲୀରୁ ତାଙ୍କ ପାର୍ଥିକ ଶରୀର ବାହାରିବ । ଦିନ ୧୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କ ମର ଶରୀର ପହଂଚିବ । ପରବର୍ତ୍ତୀ ସମୟରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।