ଓଡ଼ିଶା

ସରକାରୀ ଭାବେ ଧାର୍ଯ୍ୟ ଭଡ଼ା ଠାରୁ ବହୁ ଅଧିକ ଭଡ଼ା ନେଉଛନ୍ତି ଘରୋଇ ବସ୍‌‌

ସରକାରୀ ଭାବେ ଧାର୍ଯ୍ୟ ଭଡ଼ା ଠାରୁ ବହୁ ଅଧିକ ଭଡ଼ା ନେଉଛନ୍ତି ଘରୋଇ ବସ୍‌‌। ଏସି, ଡିଲକ୍ସ ଏସି ଓ ଡିଲକ୍ସ ଏସି ସ୍ଲିପର ବସ୍‌‌ରେ ଯାତ୍ରା ବେଳେ ଶୋଷଣର ଶିକାର ହେଉଛନ୍ତି ଯାତ୍ରୀ।

ସରକାରୀ ଭାବେ ନିର୍ଦ୍ଧାରିତ ହୋଇଥିବା ବସ୍‌‌ ଭଡ଼ା ଅନୁଯାୟୀ, ଏକ୍ସପ୍ରେସ୍‌‌ ବସ୍‌‌ ମଧ୍ୟରେ ଷ୍ଟାଣ୍ଡାର୍ଡ଼ ଏସି ପାଇଁ କିଲୋମିଟର ପ୍ରତି ୯୨ ପଇସା ରହିଛି। ସେହିପରି ଡିଲକ୍ସ ଏସି ଓ ଡିଲକ୍ସ ଏସି ସ୍ଲିପର ପାଇଁ କିଲୋମିଟର ପିଛା ୧.୫୫ ଟଙ୍କା ନିର୍ଦ୍ଧାରଣ କରାଯାଇଛି।

Related Articles

Back to top button