ଓଡ଼ିଶା

ଓଡ଼ିଶାର ସଫଳତାର ସହ ଗଡ଼ି ଚାଲିଛି ଲକ୍ଷ୍ମୀ ବସ୍

ଓଡ଼ିଶାର ସଫଳତାର ସହ ଗଡ଼ି ଚାଲିଛି ଲକ୍ଷ୍ମୀ ବସ୍ । ଲୋକଙ୍କ ସୁବିଧା ପାଇଁ ଆଉ ପାଦେ ଆଗେଇଲା ରାଜ୍ୟ ସଡ଼କ ପରିହନ ବିଭାଗ । ଗଠନ ହେଲା ଏନଫୋର୍ସ ଟିମ ।

୫୮ଟି ସବଡିଭିଜନରେ ମୃତୟନ ହେବ ଏହି ଟିମ୍ । ଜଣେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ନେତୃତ୍ବରେ ୨ରୁ ୪ ଜଣ RAT ବା Revenue assure team କାମ କରିବେ । ଲକ୍ଷ୍ମୀ ଯୋଜନାରେ ଦିଆଯାଉଥିବା ସୁବିଧା ଯାତ୍ରୀ ପାଉଛନ୍ତି ନା ନାହିଁ ତାହାର ତଦାରଖ କରିବ ଏହି ଟିମ୍ ।

Related Articles

Back to top button
WP Twitter Auto Publish Powered By : XYZScripts.com