Featuredଅନ୍ୟାନ୍ୟ

ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଠକେଇ

ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଠକେଇକୁ ରୋକିବା ପାଇଁ ସରକାର ଡିଜିଟାଲ୍ ପେମେଣ୍ଟରେ କିଛି ପରିବର୍ତ୍ତନ କରିପାରିବେ। ଯଦି ଦୁଇ ଜଣ ପ୍ରଥମ ଥର ପରସ୍ପର ସହିତ ଡିଜିଟାଲ୍ କାରବାର କରୁଛନ୍ତି, ତେବେ ସେମାନଙ୍କୁ ଚାରି ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ।

ଯଦି ପେମେଣ୍ଟ ରାଶି ୨,୦୦୦ ରୁ ଅଧିକ, ତେବେ ଚାରି ଘଣ୍ଟାର ଅପେକ୍ଷା କରିବାକୁ ପଡିବ।

Related Articles

Back to top button