ଜାତୀୟ
ଚନ୍ଦ୍ରପୃଷ୍ଠରେ ଦୀର୍ଘ ପଥ ଅତିକ୍ରମ କରିବା ପାଇଁ ନାସା ଏହାର ମହାକାଶଚାରୀଙ୍କ ପାଇଁ କାର୍ ନିର୍ମାଣ କରୁଛି
![](https://odia.mobilenews24x7.com/wp-content/uploads/2024/04/lunar-outpost_1712219987293_1712219991550-780x470.avif)
ଚନ୍ଦ୍ରପୃଷ୍ଠରେ ଦୀର୍ଘ ପଥ ଅତିକ୍ରମ କରିବା ପାଇଁ ନାସା ଏହାର ମହାକାଶଚାରୀଙ୍କ ପାଇଁ କାର୍ ନିର୍ମାଣ କରୁଛି । ଏହି କାମ ପାଇଁ ନାସା ୩ କମ୍ପାନୀଙ୍କୁ ଚୟନ କରିଛି ।
ଏହି ୩ କମ୍ପାନୀ ଏବେ ନାସାର ଆର୍ଟେମିସ୍ ମୁନ୍ ମିଶନ ଲାଗି ଲୁନାର ରୋଭର ନିର୍ମାଣ କରିବ । ଏହି ରୋଭର୍ସର ବ୍ୟବହାର କରି ଏବେ ମହାକାଶ ବିଜ୍ଞାନୀ ଚନ୍ଦ୍ରପୃଷ୍ଠରେ ଅଧିକ ଦୂର ପର୍ଯ୍ୟନ୍ତ ରିସର୍ଚ୍ଚ କାମ କରିବେ ।