ଓଡ଼ିଶା

କଟକରେ ଦିନିକିଆ ଓଡିଶା ରେସଲିଂ ଚାମ୍ପିଅନସିପ୍ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ

କଟକ() ଆଜି କଟକ ବାରବାଟୀ ଷ୍ଟାଡିଅମ ପରିସରରେ ଥିବା ଓଡିଶା ରେସଲିଙ୍ଗ ଆସୋସିଏସନରେ ଅଣ୍ଡର 15 ଓ ଅଣ୍ଡର 23 ବର୍ଗରେ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଏହି ପ୍ରତିଯୋଗିତାରେ ଓଡ଼ିଶାର ପାଖାପାଖି 10 ଟି ଜିଲ୍ଲାରୁ ପ୍ରତିଯୋଗୀ ପ୍ରତିଯୋଗୀ ମାନେ ଆସି ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ପ୍ରତିଯୋଗୀ ମାନେ ରାଞ୍ଚି ଠାରେ ଆୟୋଜିତ ହେବାକୁ ଥିବା ଅଣ୍ଡର 15 ଜାତୀୟ ସ୍ଥରୀୟ ପ୍ରତିଯୋଗିତାରେ ଭାଗ ନେବେ।

ଏହା ସହ ଜାତୀୟ ସ୍ତରୀୟ ପ୍ରତିଯୋଗୀତା ପାଇଁ ଆସନ୍ତା 8 ତାରିଖ ଠାରୁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ ବୋଲି କହିଛନ୍ତି ସମ୍ପାଦକ କିଶୋର ବେହେରା

Related Articles

Back to top button