କ୍ରୀଡ଼ା

ଭାରତର ଲୋକପ୍ରିୟ କ୍ରିକେଟର ବିରାଟ କୋହଲି ନିଜ ଫୋନର ଫେଭୋରାଇଟ ଆପ୍ସ ବିଷୟରେ ଖୁଲାସା କରିଛନ୍ତି

ଭାରତର ଲୋକପ୍ରିୟ କ୍ରିକେଟର ବିରାଟ କୋହଲି ନିଜ ଫୋନର ଫେଭୋରାଇଟ ଆପ୍ସ ବିଷୟରେ ଖୁଲାସା କରିଛନ୍ତି। ଏକ ଭାଇରାଲ ଭିଡିଓରେ କୋହଲି ମୋବାଇଲରେ ତାଙ୍କର ଫେଭୋରାଇଟ ଆପ୍‌ କେଉଁଟି ଓ ସେ କେତେଘଣ୍ଟା ମୋବାଇଲରେ ବିତାନ୍ତି ସେ ସମ୍ପର୍କରେ କହିଛନ୍ତି।

ସେ ଦିନକୁ ଏକରୁ ଦେଢ ଘଣ୍ଟା ଫୋନରେ ବିତାଇଥାନ୍ତି। ଏଥିସହ ମୋବାଇଲରେ ତାଙ୍କର ଫେଭୋରାଇଟ ଆପ ୟୁଟ୍ୟୁବ ଅଟେ। କାରଣ ସେ ଗୀତ ଶୁଣିବାକୁ ବେଶୀ ଭଲପାଆନ୍ତି।

Related Articles

Back to top button