କ୍ରୀଡ଼ା

୨ଟି ମ୍ୟାଚରେ ବିଜୟଲାଭ ଇଣ୍ଡିଆ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ । ଏହି ସିରିଜର ପ୍ରଥମ ୨ଟି ମ୍ୟାଚରେ ବିଜୟଲାଭ କରି ୨-୦ରେ ଆଗୁଆ ରହିଛି ଟିମ ଇଣ୍ଡିଆ ।

ତେବେ ଏହି ସିରିଜର ତୃତୀୟ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଆଗକୁ ଆହୁରି ୨ଟି ମ୍ୟାଚ ବାକି ରହିଛି । କିନ୍ତୁ ଏହା ଭିତରେ ଅଷ୍ଟ୍ରେଲିଆ କ୍ୟାମ୍ପରୁ ଏକ ବଡ଼ ଖବର ଜାଣିବାକୁ ମିଳିଛି । ସିରିଜର ୩ଟି ମ୍ୟାଚ ବାକି ଥିଲେ ମଧ୍ୟ ଅଷ୍ଟ୍ରେଲିଆ ଦଳର ୬ ଜଣ ଖେଳାଳି ଘରକୁ ଫେରି ଯାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com