ଅନ୍ୟାନ୍ୟ

ରସୁଣ ପରେ ପରେ ଏବେ ଅଦା ବି ଟେନସନ ବଢାଇ ଦେଇଛି

ଅଦା ଖାଇଲେ ନାହିଁ ଛୁଇଁଲେ ଏବେ ରାଗ, ଅଦାକୁ ଦେଖିଲେ ବହୁଛି ଲୁହ। ରସୁଣ ପରେ ପରେ ଏବେ ଅଦା ବି ଟେନସନ ବଢାଇ ଦେଇଛି। କେତେବେଳେ ରସୁଣ ତ କେତେ ବେଳେ ଆଦା ଖାଉଟିଙ୍କ ପକେଟକୁ ଭାରି ବାଧୁଛି।

ଚିକେନ୍ କିଲୋ ଯେତିକି ନୁହେଁ, ଅଦା ରସୁଣର ଦାମ ତାଠୁ ଅଧିକ । ଅଦା ରସୁଣକୁ ରୋଷେଇ ଘରକୁ ନେବାପାଇଁ ଏବେ ଡର ମାଡୁଛି। ଏବେ ଅଦା ଦର ଯାହା ହେଲାଣି ଖାଉଟି ଅଦା କିଣିବାକୁ ୧୦୦ଥର ଚିନ୍ତା କରୁଛନ୍ତି। ୪୦ରୁ ୫୦ଟଙ୍କାରେ ମିଳୁଥିବା ଅଦା ଏତେ ରେଟ୍ ହେବ କେହି କେବେ ଭାବି ନଥିଲେ।

Related Articles

Back to top button