ଜାତୀୟ

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ବେଳେ ଜଗନ ମୋହନ ନିଜ ସମ୍ପତ୍ତିର ସୂଚନା ଦେଇଛନ୍ତି।

ସତ୍ୟପାଠ ଅନୁସାରେ, ଜଗନମୋହନ ରେଡ୍ଡୀ ୫୨୯.୫୦ କୋଟି ଟଙ୍କା ସମ୍ପତ୍ତିର ମାଲିକ। ସେହିପରି ତାଙ୍କ ପତ୍ନୀ ଭାରତୀ ରେଡ୍ଡୀଙ୍କ ପାଖରେ ୧୭୬.୩୦ କୋଟି ଟଙ୍କାର ସମ୍ପତ୍ତି ରହିଛି।

Related Articles

Back to top button