ମନୋରଞ୍ଜନ

ମୁନଓ୍ୱର ଫାରୁକିଙ୍କୁ ଅଣ୍ଡା ମାଡ଼

ବିଗ୍‌ ବସ୍‌ ବିଜେତାଙ୍କୁ ଅଣ୍ଡା ମାଡ଼। ଭିଡ ଭିତରେ ଅଣ୍ଡା ମାଡ କଲେ ଲୋକେ। ଫଳରେ ଜୀବନ ବଞ୍ଚାଇ ଦୌଡିଲେ ସେଲେବ୍ରିଟି। ବିଗ୍‌ ବସ୍‌ ସିଜନ ୧୭ର ବିଜେତା ମୁନଓ୍ୱର ଫାରୁକିଙ୍କୁ ଅଣ୍ଡା ମାଡ଼ ହୋଇଛି।

ଏହାର ଭିଡିଓ ସୋଶାଲ ମିଡିଆରେ ଭଇରାଲ ହେବାରେ ଲାଗିଛି। ଲକ୍‌ ଅପ୍‌ ଓ ବିଗ୍‌ ବସ୍‌ ଜିତିବା ପରେ ଲଗାତର ଚର୍ଚ୍ଚାରେ ଅଛନ୍ତି ମୁନଓ୍ୱର।

Related Articles

Back to top button