ମନୋରଞ୍ଜନ

ଖ୍ରୀଷ୍ଟମାସ ଅବସରରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ସେମାନଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି

ଖ୍ରୀଷ୍ଟମାସ ଅବସରରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ସେମାନଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ଏହି ଦମ୍ପତି ସେମାନଙ୍କ ପ୍ରିୟ ଝିଅ ରାହାଙ୍କ ଚେହେରା ଦେଖାଇଛନ୍ତି।

ଏହି ଦମ୍ପତିଙ୍କ ପ୍ରଶଂସକମାନେ ସେମାନଙ୍କର ଛୋଟ ରାଜକୁମାରୀଙ୍କ ଚେହେରା ଦେଖିବାକୁ ଖୁବ ଅକ୍ଷୋ କରିଥିଲେ। ବର୍ତ୍ତମାନ ଏହି ଦମ୍ପତି ସେମାନଙ୍କର ଇଚ୍ଛା ପୂରଣ କରିଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ସାମ୍ନାକୁ ଆସିଛି ।

Related Articles

Back to top button