ମନୋରଞ୍ଜନ

ବିଧୁ ବିନୋଦ ଚୋପ୍ରାଙ୍କ ‘୧୨ଶ ଫେଲ୍’ ୨୦୨୩ର ଅନ୍ୟତମ ସଫଳ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ

ବିଧୁ ବିନୋଦ ଚୋପ୍ରାଙ୍କ ‘୧୨ଶ ଫେଲ୍’ ୨୦୨୩ର ଅନ୍ୟତମ ସଫଳ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ତେବେ ରିଲିଜ୍ ସମୟରେ ଏହି ଚଳଚ୍ଚିତ୍ର ଭାରତରେ ଅଧିକ ରୋଜଗାର କରି ନଥିଲା, ପରେ କିନ୍ତୁ ଏହା ସମସ୍ତଙ୍କ ହୃଦୟରେ ଜିତିଥିଲା।

ବର୍ତ୍ତମାନ ଏହି ଚଳଚ୍ଚିତ୍ର ଦେଶ ବାହାରେ ମଧ୍ୟ ଧମାଲ୍ କରିବାକୁ ପ୍ରସ୍ତୁତ। ଫିଲ୍ମ ଚାଇନାରେ ଏକ ବଡ଼ ଧରଣର ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛି ଯାହା ନିଶ୍ଚିତ ଭାବରେ ଏହାର ଲାଭକୁ ଦ୍ୱିଗୁଣିତ କରିବ।

Related Articles

Back to top button
WP Twitter Auto Publish Powered By : XYZScripts.com