ଅନ୍ତର୍ଜାତୀୟ

ପାକିସ୍ତାନର ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାଦ ପଳାତକ ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କୁ ପ୍ରଶଂସା କରିଛନ୍ତି

ପାକିସ୍ତାନର ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାଦ ପଳାତକ ଅଣ୍ଡରୱାଲର୍‌ଡ ଡନ ଦାଉଦ ଇବ୍ରାହିମଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଦାଉଦ ଇବ୍ରାହିମଙ୍କ ସହିତ ପାରିବାରିକ ସମ୍ପର୍କ ରହିବା ତାଙ୍କ ପାଇଁ ସମ୍ମାନର ବିଷୟ ।

ଏହା ସହିତ ସେ ଅଣ୍ଡରୱାଲର୍‌ଡ ଡନ ଏମିତି ଜଣେ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଛନ୍ତି ଯିଏ ମୁସଲମାନମାନଙ୍କ ସ୍ବାର୍ଥ ପାଇଁ ବହୁତ କିଛି କରିଛନ୍ତି।

Related Articles

Back to top button