Featuredଜାତୀୟ

ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ କିଛି ଦିନ ପାଇଁ ଯୁଦ୍ଧ ବିରତି ନିଷ୍ପତ୍ତି ହୋଇଛି

ଗାଜା ଷ୍ଟ୍ରିପରେ ଲଗାତାର ଆକ୍ରମଣ ଭିତରେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ କିଛି ଦିନ ପାଇଁ ଯୁଦ୍ଧ ବିରତି ନିଷ୍ପତ୍ତି ହୋଇଛି। ଏହି ସମୟରେ ହମାସ ବନ୍ଦୀଙ୍କୁ ମୁକ୍ତ କରିବା ସହ ଗାଜାରେ ଅସ୍ତାୟୀ ଆକ୍ରମଣ ରୋକିବା ପାଇଁ କତାରର ମଧ୍ୟସ୍ଥତାରେ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି।

ବୁଝାମଣାନୁସାରେ ୩ଦିନ ଯୁଦ୍ଧ ବନ୍ଦ ରହିବ। ଯୁଦ୍ଧ ବନ୍ଦ ବଦଳରେ ହମାସ ୧୦-୧୫ବନ୍ଦୀଙ୍କୁ ମୁକ୍ତ କରିବ। ୩ଦିନ ମାନବୀୟ ବିରାମ ବଦଳରେ ୧୨ ବନ୍ଦୀଙ୍କୁ ମୁକ୍ତ କରିବାକୁ ହମାସ ରାଜି ହୋଇଛି।

Related Articles

Back to top button