ଅନ୍ତର୍ଜାତୀୟ

ଇସ୍ରାଏଲ ଉପରେ ପ୍ରତିଶୋଧ ନେବାକୁ ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଇରାନ

ଇସ୍ରାଏଲ ଉପରେ ପ୍ରତିଶୋଧ ନେବାକୁ ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ଇରାନ। ଏହା ଦୃଷ୍ଟିରେ ରଖି ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଜାରି ହୋଇଛି ହାଇଆଲର୍ଟ।

ଜର୍ମାନୀର ଲୁଫଥାନାସା ଏୟାରଲାଇନ୍ସ ଗୁରୁବାର ତେହରାନ ସହ ବିମାନ ସେବାକୁ ବାତିଲ କରି ଦେଇଛି। ସେହିପରି ରୁଷ ପକ୍ଷରୁ ନିଜ ଦେଶର ନାଗରିକଙ୍କୁ ମଧ୍ୟପ୍ରାଚ୍ୟ ଗସ୍ତରେ ନ ଯିବାକୁ ପରାମର୍ଶ ଦିଆଯାଇଛି।

Related Articles

Back to top button