ବାଣିଜ୍ୟ

ସମ୍ପତ୍ତି ତାଲିକା ନଦେଲେ ଦରମା ନାହିଁ

ଭୁବନେଶ୍ୱର, ୧୦/୦୧/୨୦୨୩ –   ସମ୍ପତ୍ତି ତାଲିକା ନଦେଲେ ଦରମା ଦିଆଯିବ ନାହିଁ । ଏଭଳି ଚରମବାଣୀ ଶୁଣାଇଛି ରାଜ୍ୟ କୃଷି ବିଭାଗ । ଦୁର୍ନୀତି କମାଇବା ପାଇଁ ବହୁଦିନରୁ ସରକାର ପ୍ରୟାସ କରିଆସୁଥିବା ବେଳେ ଆଜି ତାହା କାର୍ଯ୍ୟକାରୀ ହେବାକୁ ଯାଉଛି । ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ଅଚଳ ଏବଂ ସଚଳ ସମ୍ପତ୍ତି ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ କୃଷି ବିଭାଗର ପ୍ରମୁଖ ସଚିବ କଡା ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com