ମନୋରଞ୍ଜନ

କେବିସିରେ ଓଡ଼ିଆ ପୁଅ

ଲୋକପ୍ରିୟ ଟେଲିଭିଜନ ସୋ କୌନ ବନେଗା କରୋଡ଼ପତି ହଟ୍ ସିଟରେ ଓଡ଼ିଆ ବାଳକ ଚମକିଛନ୍ତି। କେବିସି ଜୁନିୟର ହଟସିଟରେ ପୁଅ ଅତ୍ୟୁକ୍ତଙ୍କ ୧୩ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ୨୫ ଲକ୍ଷ ଟଙ୍କା ଜିତିଛନ୍ତି।

ମାତ୍ର ୧୦ ବର୍ଷ ବୟସରେ କେବିସିରେ ନିଜର ଦକ୍ଷତା ଦେଖାଇଛନ୍ତି ଅତ୍ୟୁକ୍ତ। ବିଗବିଙ୍କୁ ଶିଖାଇଛନ୍ତି ଓଡ଼ିଆ ଭାଷା । ସୁପର ଜ୍ୟାକପଟ୍ ରାଉଣ୍ଡରେ ୧୦ ରୁ ୮ଟି ପ୍ରଶ୍ନର ଉତ୍ତର ଦେଇଥିଲେ। ୧୪ ନମ୍ବର ପ୍ରଶ୍ନରେ କ୍ୱିଟ୍ କରିଥିଲେ । ବଡ଼ ହୋଇ ଭାରତୀୟ ନୌ ସେନାରେ ସାମିଲ ହେବାର ଲକ୍ଷ୍ୟ ରଖିଥିବା କହିଛନ୍ତି ଅତ୍ୟୁକ୍ତ ।

Related Articles

Back to top button