ମନୋରଞ୍ଜନ

ଅନନ୍ୟା ପାଣ୍ଡେ ଶେୟାର କରିଛନ୍ତି ଯେ ସେ ମୁମ୍ବାଇରେ ଏକ ନୂଆ ଘର

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବେ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଅଭିନେତ୍ରୀ। ଅନନ୍ୟା ଖୁବ କମ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ବଡ଼ ସଫଳତା ହାସଲ କରିଛନ୍ତି। ଦୀପାବଳିର ଶୁଭ ଅବସରରେ ଅଭିନେତ୍ରୀ ନିଜକୁ ଏକ ବଡ଼ ଉପହାର ଦେଇଛନ୍ତି ।

ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଶେୟାର କରିଛନ୍ତି ଯେ ସେ ମୁମ୍ବାଇରେ ଏକ ନୂଆ ଘର କିଣିଛନ୍ତି। ସେ ତାଙ୍କ ନୂଆ ଘରର କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

Related Articles

Back to top button