ଅନ୍ତର୍ଜାତୀୟ

ତାଇୱାନକୁ ଅସ୍ତ୍ର ବିକ୍ରି କରୁଥିବା ଆମେରିକୀୟ କମ୍ପାନୀଗୁଡିକ ଉପରେ ଚୀନ୍ ପ୍ରତିବନ୍ଧକ ଲଗାଇଛି ଚିନ୍

ତାଇୱାନକୁ ଅସ୍ତ୍ର ବିକ୍ରି କରୁଥିବା ଆମେରିକୀୟ କମ୍ପାନୀଗୁଡିକ ଉପରେ ଚୀନ୍ ପ୍ରତିବନ୍ଧକ ଲଗାଇଛି ଚିନ୍ । ଚୀନ୍ ଏଥିରେ ରାଗିଯାଇ ପ୍ରତିରକ୍ଷା ସମ୍ବନ୍ଧୀୟ ୧୨ଟି ଆମେରିକୀୟ କମ୍ପାନୀ ଏବଂ ୧୦ଜଣ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି।

ଋଷ ସହ ଜଡିତ ଚୀନ୍ କମ୍ପାନୀଗୁଡିକ ଉପରେ ପୂର୍ବରୁ ଆମେରିକାର ପ୍ରତିବନ୍ଧକ କାରଣରୁ ଚୀନ୍ କ୍ରୋଧିତ ଥିଲା । ବର୍ତ୍ତମାନ ତାଇୱାନକୁ ଅସ୍ତ୍ର ବିକ୍ରି ପ୍ରସଙ୍ଗରେ ଏକ ତୀବ୍ର ପ୍ରତିକ୍ରିୟା ଦେଇଛୀ ଚିନ୍ ।

Related Articles

Back to top button
WP Twitter Auto Publish Powered By : XYZScripts.com